Jump to content

ବ୍ୟାଘ୍ରସ୍ୟ

ଉଇକିଅଭିଧାନ‌ରୁ

ବ୍ୟାଘ୍ରସ୍ୟ

ଉଚ୍ଚାରଣ

[ସମ୍ପାଦନା]

ବ୍ୟାଘ୍ରମୁଖ, ବ୍ୟାଘ୍ରବକ୍ତ୍ର ଅନ୍ୟରୂପ

ସଂସ୍କୃତ - ବିପୁଲିଙ୍ଗ - (ବହୁବ୍ରୀହି; ବ୍ୟାଘ୍ରର ଅସ୍ୟ=ମୁଖ ପରି ଆସ୍ୱ ଯାହାର)

[ସମ୍ପାଦନା]

ମାର୍ଜାର; ବିରାଡ଼ି —Cat.

ବିଶେଷଣ -

[ସମ୍ପାଦନା]

ବ୍ୟାଘ୍ର ପରି ମୁଖ ବିଶିଷ୍ଟ; ବାଘୁଆ ମୁହାଁ — Having a face like tiger's.