Jump to content

ବ୍ୟାଘ୍ରୀ

ଉଇକିଅଭିଧାନ‌ରୁ

ବ୍ୟାଘ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ର (ବ୍ୟାଘ୍ର+ଈ)

[ସମ୍ପାଦନା]
୧. ବାଘୁଣୀ —୧. Tigress.
୨. କଣ୍ଟକାରୀ; ଅଙ୍କରାନ୍ତି —୨. A medicinal plant; Solanum xanthocarpum.

[ଦ୍ରଷ୍ଟବ୍ୟ —ଏହାର କଣ୍ଟାବାଘ ନଖ ପରି ଆଙ୍କୁଶିଆ ଅଟେ]

୩. ନଖୀ ନାମକ ଗନ୍ଧ ଦ୍ରବ୍ୟ (ହିନ୍ଦୀ - ଶ.) —୩. Onyx; shell.