ବ୍ୟାଘ୍ର ନଖ
ଦେଖଣା
ବ୍ୟାଘ୍ର ନଖ
ଉଚ୍ଚାରଣ
[ସମ୍ପାଦନା](ବ୍ୟାଘ୍ର ନଖର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ବାଘ ନଖ; ବାଘର ନଖ —୧. TIger's claw.
- ୨. (ବହୁବ୍ରୀହି)ସ୍ନୁହୀ ବା ସିଝୁଗଛ; ତକଣ୍ଟା ସିଝୁ — ୨. Euphoriba (with strong hooked thorns on the trunk).
- ୩. ହାରର ମଝିରେ ଲଗା ଯିବା ବାଘ ନଖଉପରେ ସୁନା ବା ରୂପା ଛାଅଣି ହୋଇଥିବା ଅଳଙ୍କାର ବିଶେଷ —୩. An ornament shaped like tiger's claw put in the middle of a necklace and sometimes consisting of tiger claws overlaid with gold or silver.
- ୪. ନଖୀ ନାମକ ଗନ୍ଧ ଦ୍ରବ୍ୟ —୪. A kind of scent; onyx; Ungnis Odoratus.