Jump to content

ବ୍ୟାଘ୍ର ପୁଚ୍ଛ

ଉଇକିଅଭିଧାନ‌ରୁ

ବ୍ୟାଘ୍ର ପୁଚ୍ଛ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବ୍ୟାଘ୍ର+ପୁଚ୍ଛ)

[ସମ୍ପାଦନା]
୧. ଏରଣ୍ଡ ଗଛ —୧. Caster seed plant.
୨. ବାଇଗବା ଗଛ —୨. Jatropha Curcas (plant).
୩. (୬ଷ୍ଠୀ ତତ୍) ବାଘର ଲାଞ୍ଜ —୩. The tail of a tiger.