Jump to content

ବ୍ୟାଘ୍ର ଭୀତି

ଉଇକିଅଭିଧାନ‌ରୁ

ବ୍ୟାଘ୍ର ଭୀତି

ଉଚ୍ଚାରଣ

[ସମ୍ପାଦନା]

(ବ୍ୟାଘ୍ରଭୀତ—ବିଣ)

ସଂସ୍କୃତ - ବିଶେଷ୍ୟ - (୫ମା ତତ୍)

[ସମ୍ପାଦନା]
୧. ବ୍ୟାଘ୍ର ଯୋଗୁଁ ଭୟ —୧. Fear of tiger.
୨. ବାଘ ଭୟା; କୌଣସି ଅଞ୍ଚଳରେ ବ୍ୟାଘର ଉପଦବ ହେବାରୁ ସେହି ଅ଼ଞ୍ଚଳର ଲୋକଙ୍କ ମନରେ ଜନ୍ମିବା ଭୟ —୨. Fear of tiger's attack in the minds of people at a tiger-infested locality.