Jump to content

ବ୍ୟାଘ୍ର ଲୋମ

ଉଇକିଅଭିଧାନ‌ରୁ

ବ୍ୟାଘ୍ର ଲୋମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାଘ୍ର+ଲୋମନ୍; ୧ମା. ୧ବ

[ସମ୍ପାଦନା]
୧. (୬ଷ୍ଠୀ ତତ୍) ବାଘ ଦେହର ଲୋମ — ୧. The fur on the body of a tiger.
୨. (ବହୁବ୍ରୀହି) ମୁଛ (ହିନ୍ଦୀ - ଶ.) —୨. Mustaches.