ବ୍ୟାଜ
ଦେଖଣା
ବ୍ୟାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଅଜ. ଧାତୁ=ଗମନ କରିବା+କରଣ. ଅ)
[ସମ୍ପାଦନା]- ୧. ବାହାନା; କପଟ; ଛଳ —୧. Pretext; trick; deceit; pretence.
- ୨. କାବିଳମ୍ୱ —୨. Delay.
- ୩. ବାଧା; ବିଘ୍ନ —୩. Obstacle; obstruction.
- ୪. ବିଆଜ; ସୁଦ —୪. Interest on money lent.
[ଦ୍ରଷ୍ଟବ୍ୟ —ଏଥିରେ ଅପଭ୍ରଂଶ ଶବ୍ଦ ବିଆଜ]