Jump to content

ବ୍ୟାଡ଼

ଉଇକିଅଭିଧାନ‌ରୁ

ବ୍ୟାଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ସର୍ପ —୧. Snake; serpent.
୨. ଶ୍ୱାପଦ; ମାଂସହାରୀ ହିଂସ୍ର ଜନ୍ତୁ —୨. A carnivorous beast;a beast of prey.
୩. ଇନ୍ଦ୍ର —୩. Indra.
୪. ପ୍ରତାରକ; ଶଠ —୪. A cheat; deceiver;knave.
୫. ବାଘ (ହିନ୍ଦୀ - ଶ.) —୫. Tiger.

ସଂସ୍କୃତ - ବିଣପୁଲିଙ୍ଗ -

[ସମ୍ପାଦନା]

ପ୍ରବଞ୍ଚକ —Deceitful; fraudulent.