Jump to content

ବ୍ୟାତ୍ତ

ଉଇକିଅଭିଧାନ‌ରୁ

ବ୍ୟାତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଆ+ଅତ୍ ଧାତୁ=ଗମନ କରିବା+କର୍ମ. ତ;କିମ୍ୱା ବି+ଆ+ଦା ଧାତୁ+କର୍ମ. ତ)

[ସମ୍ପାଦନା]
୧. ବିସ୍ତାରିତ; ବିସ୍ତୁତ —୧. Expanded; extended.
୨. ମେଲା —୨. Agape; widened.

ବିଶେଷ୍ୟ -

[ସମ୍ପାଦନା]

ମେଲା କରିଥିବା ପାଟି —Opened mouth.