Jump to content

ବ୍ୟାତ୍ତ୍ୟୁକ୍ଷୀ

ଉଇକିଅଭିଧାନ‌ରୁ

ବ୍ୟାତ୍ତ୍ୟୁକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅତି+ଉକ୍ଷ୍ ଧାତୁ=ସେଚନ କରିବା+ଭାବ. ଅ+ଈ)

[ସମ୍ପାଦନା]

ଜଳକ୍ରୀଡଡ଼ାବିଶେଷ; ପାଣିରେ ପଶି ପରସ୍ପର ଫୋଫଡ଼ା ଫୋପଡ଼ି ହେବା କ୍ରୀଡ଼ା —A sport while bathing and mutually splashing each other with water.