Jump to content

ବ୍ୟାତ୍ତ ମୁଖ

ଉଇକିଅଭିଧାନ‌ରୁ

ବ୍ୟାତ୍ତ ମୁଖ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟାତ୍ତାନନ—ଅନ୍ୟରୂପ)

ବ୍ୟାତ୍ତ ମୁଖୀ, ବ୍ୟାତ୍ତାନନା]ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବ୍ୟାତ୍ତ+ମୁଖ)

[ସମ୍ପାଦନା]

ଯାହା ପାଟି ମେଲା ହୋଇଥାଏ —Having one's mouth agape.

ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ମେଲା ହୋଇଥିବା ପାଟି —Opened mouth.