Jump to content

ବ୍ୟାଦିତ

ଉଇକିଅଭିଧାନ‌ରୁ

ବ୍ୟାଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆ+ଦା. ଧାତୁ+କର୍ମ. ତ)

[ସମ୍ପାଦନା]
୧. ପ୍ରସାରିତ;ବିସ୍ତାରିତ —୧. Expanded; unfolded.
୨. ମେଲା କରାଯାଇଥିବା; ଉଦ୍ଘାଟିତ —୨. Opened.