Jump to content

ବ୍ୟାପନ

ଉଇକିଅଭିଧାନ‌ରୁ

ବ୍ୟାପନ

ଉଚ୍ଚାରଣ

[ସମ୍ପାଦନା]

ବ୍ୟାପ୍ତ, ବ୍ୟାପନୀୟ, ବ୍ୟାପ୍ୟବିଣ

ସଂସ୍କୃତ - ବିଶେଷ୍ୟ - (ବି+ଆପ୍ ଧାତୁ=ପାଇବା+ଭାବ. ଅନ)

[ସମ୍ପାଦନା]
୧. ବ୍ୟାପ୍ତି; ବିସ୍ତାର —୧. Diffusion; extension.
୨. ବ୍ୟାପିବା —୨. Spreading.
୩. ଆଚ୍ଛାଦିତୃ —୩. Covering.
୪. ସବୁଆଡ଼େ ଖେଦିଯିବା —୪. Suffsion; overspreading.