Jump to content

ବ୍ୟାପରୀ

ଉଇକିଅଭିଧାନ‌ରୁ

ବ୍ୟାପରୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟାପାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବ୍ୟାପର+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବ୍ୟବସାୟୀ; ବଣିଜ୍ୟରତ —୧. Engaged in trade.

[ଦ୍ରଷ୍ଟବ୍ୟ —ଏଥିରେ ଅପଭ୍ରଂଶ ଶବ୍ଦ ବେପାରୀ]

୨. କ୍ରିୟାସକ୍ତ; କାର୍ଯ୍ୟାସକ୍ତ —୨. Engrossed or busy in any work.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ବଣିକ୍;ବେପାରୀ —Trader.