Jump to content

ବ୍ୟାପାଦକ

ଉଇକିଅଭିଧାନ‌ରୁ

ବ୍ୟାପାଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ=ଭାବ. ଅନ)

[ସମ୍ପାଦନା]
୧. ମାରଣ; ବଧ —୧. Killing;murder.
୨. ବିନାଶ —୨. Destruction.
୩. ପରର ଅନିଷ୍ଟ ଚିନ୍ତନ —୩. Wishing or contemplating injury to others.