Jump to content

ବ୍ୟାପାଦ୍

ଉଇକିଅଭିଧାନ‌ରୁ

ବ୍ୟାପାଦ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆ+ପଦ୍ ଧାତୁ=ପାଦି ଧାତୁ=ଗମନ କରାଇବା+ଭାବ. କ୍ୱିପ୍)

[ସମ୍ପାଦନା]
୧. ବଧ; ବିନାଶ — ୧. Destruction; murder.
୨. ପରର ଅନିଷ୍ଟଚିନ୍ତା —୨. Thought for injuring others.
୩. ବ୍ୟାପତ୍ତି (ଦେଖ) - —୩. Byāpatti (See).