ବ୍ୟାପାର
ଦେଖଣା
ବ୍ୟାପାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ)
[ସମ୍ପାଦନା]- ୧. କ୍ରିୟା; କର୍ମ; କାର୍ଯ୍ୟ —୧. Transaction; affair; action.
- ୨. କାଣ୍ଡ; ଘଟନା —୨. Event.
- ୩. ବାଣିଜ୍ୟ; ବ୍ୟବସାୟ; ବେପାର —୩. Trade; business; traffic.
- ୪. ପେଶା; ବୃତ୍ତି; ଜୀବିକା —୪. Ocupation; profession.
- ୫. ପରିଶ୍ରମସାଧ୍ୟ କାର୍ଯ୍ୟ —୫. Act requiring physical labour.
- ୬. ନିୟୋଗ —୬. Appointment.
- ୭. ଅଭ୍ୟାସ କରିବା; ଅନୁଶୀଳନ —୭. Application; devotion to a subject; exercise.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୈନନ୍ଦିନ କର୍ମ; ଆଡ଼ତି —Menial household works.
(ଉ—ବ୍ରାହ୍ମଣ ଘରେ ସେ ଏକାକୀ, ମୋହର ଜନନୀ ତେତକୀ ବ୍ୟାପାର କରେ ରାତ୍ର ଦିନେ, ଏମନ୍ତ ବିଧିର ବିଧାନେ ଜଗନ୍ନାଥ. ଭାଗବତ)