Jump to content

ବ୍ୟାପିତ

ଉଇକିଅଭିଧାନ‌ରୁ

ବ୍ୟାପିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ପଦ୍ୟ)

[ସମ୍ପାଦନା]

ବ୍ୟାପ୍ତ; ପରିପୂରିତ —Filled up.

(ଉ—ହୃଦରେ ବ୍ୟାପିତ ମହା ଆନନ୍ଦ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି)

ସଂସ୍କୃତ - ବିଶେଷଣ - (ବି+ଆପ ଧାତୁ ଣିଜନ୍ତ+ କର୍ମ. ତ)

[ସମ୍ପାଦନା]

ଯାହାକୁ ବ୍ୟାପ୍ତ କରି ଦିଆ ଯାଇଅଛି — Caused to be spread or diffused.