ବ୍ୟାପୃତ
ଦେଖଣା
ବ୍ୟାପୃତ
ଉଚ୍ଚାରଣ
[ସମ୍ପାଦନା](ବ୍ୟାପୃତା—ବି)
ସଂସ୍କୃତ - ବିଶେଷଣ - (ବି+ଆ+ପୃ ଧାତୁ=ପରିଶ୍ରମ କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. କାର୍ଯ୍ୟରେ ନିଯୁକ୍ତ; କାର୍ଯ୍ୟରେ ଲାଗିଥିବା — ୧. Engaged or busy in a work.
- ୨. ନିୟୋଜିତ —୨. Employed; appointed.
ବିଶେଷ୍ୟ -
[ସମ୍ପାଦନା]- ୧. ମନ୍ତ୍ରୀ; ସଚିବ —୧. A councillor.
- ୨. ରାଜ—କର୍ମଚାରୀ —୨. A government officer.