ବ୍ୟାପ୍ତ
ଦେଖଣା
ବ୍ୟାପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଆପ ଧାତୁ=ପାଇବା+କର୍ମ. ତ)
[ସମ୍ପାଦନା]- ୧. ବିସ୍ତାରିତ —୧. Spread; diffused.
- ୨. ବେଷ୍ଟିତ —୨. Encompassed; enveloped;enciroled.
- ୩. ପରିପୂରିତ —୩. Filled up.
- ୪. ଆଚ୍ଛନ୍ନ; ଆଚ୍ଛାଦିତ —୪. Covered;overspread.
- ୫. ପ୍ରସିଦ୍ଧ —୫. Celebrated.
- ୬. ଏକତ୍ରାବସ୍ଥିତ —୬. Concomitant.
- ୭. (+କର୍ତ୍ତୃ. ତ) ବ୍ୟାପ୍ତିଯୁକ୍ତ — ୭. Having expansion.