ବ୍ୟାପ୍ୟ
ଦେଖଣା
ବ୍ୟାପ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଅପ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ବ୍ୟାପନୀୟ; ଯାହାକୁ ବ୍ୟାପ୍ତ କରାଯାଇ ପାରେ; ପ୍ରସାର୍ଯ୍ୟ — ୧. Capable of being expanded or spread out.
- ୨. ଅନୁମେୟ —୨. Imaginable.
- ୩. ସାଧ୍ୟ —୩. Feasible; possible.
ବି—(ନ୍ୟାୟ ଦର୍ଶନ)
[ସମ୍ପାଦନା]- ୧. ଅଳ୍ପଦେଶ ବୃତ୍ତି; ଯେଉଁ ପଦାର୍ଥକୁ କୌଣସି ବସ୍ତୁ ବା ବ୍ୟାପକ ଘୋଟି ଥାଏ —୧, (Hindu philosophy) A thing pervaded over by another thing.
- ୨. ସାଧନ; ହେତୁ —୨. Bxpedient; means.
- ୩. କୁଷ୍ଠୌଷଧି; କୁଢ଼ — ୩. A medicinal plant; Costus Speciosus.