ବ୍ୟାବର୍ତ୍ତନ
ଦେଖଣା
ବ୍ୟାବର୍ତ୍ତନ
ଉଚ୍ଚାରଣ
[ସମ୍ପାଦନା](ବ୍ୟାବର୍ତ୍ତନ, ବ୍ୟାବର୍ତ୍ତିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ବି+ଆ+ବୃତ୍ ଧାତୁ=ଘୁରିବା+ଭାବ. ଅନ)
[ସମ୍ପାଦନା]- ୧. କେନ୍ଦ୍ରର ଚାରିପାଖେ ପରିଭ୍ରମଣ;ଆବର୍ତ୍ତନ; ଘୁରିବା — ୧. Rotation.
- ୨. ପରାଙ୍ମୁଖ ହେବା; ଫେରିବା —୨. Act of turning the face away.
- ୩. (ବୃତ୍ ଧାତୁ ଣିଚ୍, ବର୍ତ୍ତି ଧାତୁ+ଭାବ. ଅନ)—ପରାଙ୍ମୁଖୀ= କରଣ —୩. Causing to turn back.