Jump to content

ବ୍ୟାବହାରିକ

ଉଇକିଅଭିଧାନ‌ରୁ

ବ୍ୟାବହାରିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବ୍ୟବହାର+ସମ୍ୱନ୍ଧାର୍ଥେ ଇକ)

[ସମ୍ପାଦନା]
୧. ବ୍ୟବହାରିକ; ବ୍ୟବହାର ସମ୍ୱନ୍ଧୀୟ — ୧. Relating to custom usage, law or use.
୨. ଯାହା ଦୈନନ୍ଦିନ କାର୍ଯ୍ୟରେ ଲାଗେ — ୨. Practical; or every day use; useful.
୩. ବ୍ୟବହାରସିଦ୍ଧ —୩. Conforming to practice; use or custom.
୪. ଆଇନଜ୍ଞ —୪. Versed in law.
୫. ଆଇନ୍ ସମ୍ୱନ୍ଧୀୟ —୫. Legal.

ବିଶେଷ୍ୟ -

[ସମ୍ପାଦନା]
୧. ବିଚାରପତି —୧. Judge; magistrate.
୨. ମନ୍ତ୍ରୀ —୨. Councillor.