ବ୍ୟାଭିଚାରୀ
ଦେଖଣା
ବ୍ୟାଭିଚାରୀ
ଉଚ୍ଚାରଣ
[ସମ୍ପାଦନା](ବ୍ୟାଭିଚାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବ୍ୟଭିଚାର+କର୍ତ୍ତୃ. ଇନ୍; ୧ମା.୧ବ)
[ସମ୍ପାଦନା]- ୧. କୃତ୍ରିୟାରତ; ନଷ୍ଟଚରିତ୍ର —୧. Profligate; dissolute.
- ୨. ପରସ୍ତ୍ରୀଗାମୀ — ୨. Lecherous; adulterous.
(ବ୍ୟଭିଚାରିତା—ସ୍ତ୍ରୀ)
- ୩. ଲଙ୍ଘନକାରୀ; ଅନ୍ୟଥାଚାରୀ —୩. Going astray; deviating; transgressing.
- ୪. ଅତିବ୍ୟାପ୍ତ —୪. Overspreading; pervading.
- ୫. ଶୃଙ୍ଗା—ରାଦି ରସର ଭାବବିଶେଷ; ସଂଚାରୀ ଭାବ. (ଦେଖ) - — ୫. Saṁchārī bhāba (See).
- ୭. ସ୍ୱମାର୍ଗଭ୍ରଷ୍ଟ —୭. Gone astary.
ବିଶେଷ୍ୟ -
[ସମ୍ପାଦନା]ପରସ୍ତ୍ରୀଗାମୀ ବ୍ୟକ୍ତି —Adulterer; fornicator.