ବ୍ୟାମ
ଦେଖଣା
ବ୍ୟାମ
ଉଚ୍ଚାରଣ
[ସମ୍ପାଦନା](ବ୍ୟାମନ—ଅନ୍ୟରୂପ)
ସଂସ୍କୃତ - ବି—(ବି+ଆ+ମା ଧାତୁ=ମାପିବା+କରଣ. ଅ)
[ସମ୍ପାଦନା]ବେଁ;ଦୁଇ ବାହୁକୁ ବିପରୀତ ଦିଗକୁ ପ୍ରସାରିତ କଲେ ଏକ ବାହୁର ମଧ୍ୟମାଙ୍ଗୁଳିକ ଅଗରୁ ଅନ୍ୟ ବାହୁର ମଧ୍ୟମାଙ୍ଗୁଳିର ଅଗ୍ର ପର୍ଯ୍ୟନ୍ତ ଦୀର୍ଘତାର ପରିମାଣ —
Fathom; the length measured between the middle fingers of the two arms stretched out to the full extent in opposite direction.