Jump to content

ବ୍ୟାମର୍ଷ

ଉଇକିଅଭିଧାନ‌ରୁ

ବ୍ୟାମର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଆ+ମୃଷ୍ ଧାତୁ=ଘଷିବା+ଭାବ. ଅ)

[ସମ୍ପାଦନା]
୧. ଉତ୍ପାଟନ; ଉପାଡ଼ିବା —୧. Uprooting.
୨. ଉଠାଇବା କରି ଫୋପାଡ଼ିବା; ଟେକିବା —୨. Uplifting; throwing.
୩. ଅଧୈର୍ଯ୍ୟ —୩. Impatience.
୪. ବ୍ୟାକୁଳତା —୪. Enbarassment.