Jump to content

ବ୍ୟାମୋହ

ଉଇକିଅଭିଧାନ‌ରୁ

ବ୍ୟାମୋହ

ଉଚ୍ଚାରଣ

[ସମ୍ପାଦନା]

ବ୍ୟାମୋହକ, ବ୍ୟାମୋହଜନକ, ବ୍ୟାମୋହଜନିତ—ବିଣ

ସଂସ୍କୃତ - ବି—(ବି+ଆ+ମୁହ୍ ଧାତୁ+ଭା. ଅ)

[ସମ୍ପାଦନା]
୧. ମୋହ —୧. Stupefaction;fascination.
୨. ଭ୍ରାନ୍ତି; ଭ୍ରମ —୨. Error; mistake.
୩. ଚିତ୍ତବୈକଲ୍ୟ; ବିହଳତା; ଅଧୀରତା —୩. Embarassment; bewiderment.
୪. ପୀଡ଼ା —୪. Affiction.
୫. ଅଜ୍ଞାନ —୫. Ignorance.