ବ୍ୟାସକୂଟ
ଦେଖଣା
ବ୍ୟାସକୂଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ୟାସ ଦେବଙ୍କ ରଚିତ ମହାଭାରତୋକ୍ତ ଶ୍ଳୋକମାନଙ୍କ ମଧ୍ୟରୁ ଦୁର୍ବୋଧ୍ୟ ଓ ଅସ୍ପଷ୍ଟ ଶ୍ଳୋକ ଚୟ —୧. Obscure coupltes in the writtings of sage Byāsa in the Māhābhārata.
- ୨. ସୀତାହରଣ ପରେ ରାମଚନ୍ଦ୍ର ମାଲ୍ୟବାନ୍ ପର୍ବତରେ ଉଚ୍ଚାରଣ କରିଥିବା କ୍ଳଟ ଶ୍ଳୋକ (ହିନ୍ଦୀ - ଶଦ୍ଦସାଗର) — ୨. Some obscure couplets uttered by Rāmachandra immedeately after୫ the forcible removal of Sītā by Rābaṇa.