Jump to content

ବ୍ୟାସିଦ୍ଧ

ଉଇକିଅଭିଧାନ‌ରୁ

ବ୍ୟାସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଆ+ସିଦ୍ଧ)

[ସମ୍ପାଦନା]
୧. ନିଷିଦ୍ଧ (ହିନ୍ଦୀ - ଶ) —୧. Prohibited.
୨. ଅବରୁଦ୍ଧ (ହିନ୍ଦୀ - ଶ) —୨. Confind.
୩. ବାଧାପ୍ରାପ୍ତ(ହିନ୍ଦୀ - ଶ) —୩. Obstructed.