ବ୍ୟାହତ
ଦେଖଣା
ବ୍ୟାହତ
ଉଚ୍ଚାରଣ
[ସମ୍ପାଦନା](ବ୍ୟାହତି—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଆହତ)
[ସମ୍ପାଦନା]- ୧. ନିଷିଦ୍ଧ; ନିବାରିତ —୧. Prevented; repelled.
- ୨. ବିଫଳୀକୃତ —୨. Made futile; nullified.
- ୩. ଭୀତ —୩. Alarmed.
- ୪. ଦୂରୀକୃତ —୪. Driven away; explled.
- ୫. ହତାଶ —୫. Despaired.
- ୬. ବାଧାପ୍ରାପ୍ତ —୬. Obstructed; restrained.