ବ୍ୟାହତତ୍ୱ
ଦେଖଣା
ବ୍ୟାହତତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଳଙ୍କାରଶାସ୍ତ୍ରକ୍ତୋ ଅର୍ଥଦୋଷ ବିଶେଷ —A defect in composition.
[ଦ୍ରଷ୍ଟବ୍ୟ — ପ୍ରଥମେ କୌଣସି ବିଷୟରେ ଉତ୍କର୍ଷ ବା ଅପକର୍ଷର ଉଲ୍ଲେଖ କରି, ପରେ ତାର ଅନ୍ୟଖଥା ପ୍ରତିପାଦନ କଲେ ବ୍ୟାହତତ୍ୱ ଦୋଷ ହୁଏ ଉଦାହରଣଃ—ଶୁଖିଛି ଦନ୍ଦ୍ର୍ବଦନ, ନିରତେ ନୀର ଲୋଚନ, ତେବେହେଁ ଶୋଭାକୁ ଉପମା ଦେବାକୁ ନାହିଁ ନା ତିନିଭୂବନ, ନାରୀରତନ—ବିଶ୍ୱନାଥ. ବିଚିତ୍ର ରାମାୟଣ]