Jump to content

ବ୍ୟା଼ଧି

ଉଇକିଅଭିଧାନ‌ରୁ

ବ୍ୟା଼ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆ+ଧା. ଧାତୁ=ଧାରଣ କରିବା+କର୍ମ. ଇ; କିମ୍ୱା ପୀଡ଼ିତ ହେବା+କରଣ. ଇ)

[ସମ୍ପାଦନା]
୧. ପୀଡ଼ା; ରୋଗ —୧. Disease; illness; sickness.
୨. କୁଷ୍ଠରୋଗ —୨. Leprosy.
୩. ଅପରିତୃପ୍ତ ନାୟକର ଅବସ୍ଥା ବା ଦଶା — ବିଶେଷ —୩. One the states of an unsatia-ted lover.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ଶବ୍ଦ ବିଆଧି] ===

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନ୍ଦ ଅଭ୍ୟାସ —୧. A bad habit.
୨. ଗୁରୁତର ପୀଡ଼ା —୨. Serious illness.