Jump to content

ବ୍ୟା଼ଧିକ

ଉଇକିଅଭିଧାନ‌ରୁ

ବ୍ୟା଼ଧିକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ବ୍ୟାଧିଯୁକ୍ତ)

[ସମ୍ପାଦନା]

ରୋଗୀ; ପୀଡ଼ିତ (ବ୍ୟକ୍ତି) —Sick (person).

(ଉ—ଦୁର୍ଲଭ ଦରିଦ୍ର ବ୍ୟାଧିକ,କେବଳ ଶଶାଙ୍କେ କଳଙ୍କ ଭୂପତି. ପ୍ରେମପଞ୍ଚାମୃତ)