ବ୍ୟା଼ନ
ଦେଖଣା
ବ୍ୟା଼ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଅନ. ଧାତୁ=ବଞ୍ଚିବା+କରଣ. ଅ)
[ସମ୍ପାଦନା]ଶରୀର ମଧ୍ୟସ୍ଥ ପାଞ୍ଚଗୋଟି ବୟୁ ମଧ୍ୟରୁ ଏକତମ —One of the ୫ vital airs of the body.
[ଦ୍ରଷ୍ଟବ୍ୟ —ପ୍ରାଣ ପଞ୍ଚବାୟୁର ସମଷ୍ଟି ଅଟେ; ଏ ସବୁ ଶରୀରର ବିଭିନ୍ନ ଅଂଶରେ ଥାଏ—୧ ହୃଦୟାନ୍ତର୍ଗତ ବାୟୁର ନାମ 'ପ୍ରାଣ' ୨ ଗୁହ୍ୟ ଦେଶସ୍ଥ ବାୟୁର ନାମ 'ଅପାନ', ୩ ନାଭି ସମୀପସ୍ଥ ବାୟୁର ନାମ 'ସମାନ', ୪ କଣ୍ଠଦେଶସ୍ଥ ବାୟୁର ନାମ 'ଉଦାନ', ୫ ସର୍ବଶରୀରଗାମୀ ବାୟୁର ନାମ 'ବ୍ୟାନ']