Jump to content

ବ୍ୟୁଢ଼ କଙ୍କଟ

ଉଇକିଅଭିଧାନ‌ରୁ

ବ୍ୟୁଢ଼ କଙ୍କଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ବ୍ୟୁଢ଼=ବିନ୍ୟସ୍ତ+କଙ୍କଟ=ସାଞ୍ଜୁ ଯାହାଠାରେ)

[ସମ୍ପାଦନା]

ଉତ୍ତମରୂପେ ସାଞ୍ଜୁଦ୍ୱାରା ଆବୃତ —Well girt with armour.