ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ବ୍ୟୁତ୍ପତ୍ତି)
[ସମ୍ପାଦନା]
- ୧. ଅନୁମାନ —୧. Guess; inference.
[ଉ—ବୀତି ବେଗରେ ଗମନ ଲଭିଲା ସେ ଶାନ୍ତି, ବନ୍ଧ ସିଂହଦ୍ୱାରରେ ଏମନ୍ତ ବ୍ୟୁତପତି ଭଞ୍ଜ. ବୈଦେହିଶବିଳାଶ]
- ୨. ଜ୍ଞାନ —୨. Knowledge.
- ୩. ବୋଧ; ଅନୁଭୂତି — ୩. Understanding; perception.