Jump to content

ବ୍ୟୁତେକ୍ରମ

ଉଇକିଅଭିଧାନ‌ରୁ

ବ୍ୟୁତେକ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ବି+ଉତ୍କ୍ରମ)

[ସମ୍ପାଦନା]
୧. କ୍ରମବିପର୍ଯ୍ୟୟ; ବ୍ୟତିକ୍ରମ —୧. Inversion.
୨. ଅନିୟମ —୨. Irregularity.
୩. ଗୋଳମାଳ —୩. Confusion.