Jump to content

ବ୍ୟୁତ୍ଥାନ

ଉଇକିଅଭିଧାନ‌ରୁ

ବ୍ୟୁତ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଉତ୍ଥାନ)

[ସମ୍ପାଦନା]
୧. ସ୍ୱାଧୀନ ହୋଇ କାମ କରିବା (ହିନ୍ଦୀ - ଶ) —୧. Working independently.
୨. ବିରୁଦ୍ଧାଚରଣ (ହିନ୍ଦୀ - ଶ) —୨. Acting in opposition of hostility.
୩. ବାଧା ଦେବା (ହିନ୍ଦୀ - ଶ) —୩. Obstructing.
୪. ନୃତ୍ୟ ବିଶେଷ (ହିନ୍ଦୀ - ଶ) —୪. A kind of dance.
୫. ଚିତ୍ତର କ୍ଷିପ୍ତ; ମୂଢ଼ ଓ ବିକ୍ଷିପ୍ତ ଅବସ୍ଥା ଯାହା ଯୋଗସାଧନରେ ପ୍ରତିକୂଳ ଅଟେ (ହିନ୍ଦୀ - ଶ) —୫. Want of concentration of mind; the habit of mental wandering.
୬. ହଠାତ୍ ଉଦୟ —୬. Sudden rise or appearance.
୭. ଅଭ୍ୟୁତାନ —୭. Elevation.