ବ୍ୟୁତ୍ପାଦକ
ଦେଖଣା
ବ୍ୟୁତ୍ପାଦକ
ଉଚ୍ଚାରଣ
[ସମ୍ପାଦନା](ବ୍ୟୁତ୍ ପାଦୀ—ଅନ୍ୟରୂପ)
(ବ୍ୟୁତ୍ ପାଦନ—ବି)
(ବ୍ୟତ୍ପାଦିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବି+ଉତ୍+ପାଦି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯାହାଦ୍ୱାରା ବ୍ୟୁତ୍ପତ୍ତି ଜନ୍ମେ; ବ୍ୟୁତ୍ପତ୍ତିଜନକ — ୧. Producing proficiency.
- ୨. ସଂସ୍କାରକ —୨. Result-in purity or perfection.
- ୩. ଉତ୍ପାଦକ—(ହିନ୍ଦୀ - ଶ) —୩. Productive.