Jump to content

ବ୍ୟୁତ୍ ପତ୍ତି

ଉଇକିଅଭିଧାନ‌ରୁ

ବ୍ୟୁତ୍ ପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି)

[ସମ୍ପାଦନା]
୧. b> ଶାସ୍ତ୍ର ସମ୍ୱନ୍ଧେ ଗଭୀର ଜ୍ଞାନ ବା ବୋଧ —୧. Critical or deep knowledge of a science.
୨. ବିଶିଷ୍ଟ ଜ୍ଞାନ —୨. Special or expert knowledge.
୩. ଗଭୀର ଜ୍ଞାନ; ବିଦବତ୍ତା —୩. Deep learning;proficiency; scholarship.
୪. (ବ୍ୟାକରଣ)ଶଦ୍ଦର ପ୍ରଭୃତି ପ୍ରତ୍ୟାୟାଦିର ବିଭଜନ କୌଶଳ —(grammer) Etymology; derivation of words.
୫: ଶବ୍ଦମାନଙ୍କର ଗଢ଼ଣ —୫. Forma-tion of words.
୬. କୌଶଳ —୬. Daxterity.
୭. ଶଦ୍ଦର ମୂଳରୂପ —୭. The original from of a word.
୮. କୌଣସି ପଦାର୍ଥର ବିଶିଷ୍ଟ ଉତ୍ପତ୍ତି (ହିନ୍ଦୀ - ଶ) —୮. The peculiar origin of a thing.
୯. ଜନ୍ମ —୯. Birth,