ବ୍ୟୁତ୍ ପନ୍ନ
ଦେଖଣା
ବ୍ୟୁତ୍ ପନ୍ନ
ଉଚ୍ଚାରଣ
[ସମ୍ପାଦନା](ବ୍ୟୁତପନ୍ନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ(ବି+ଉତ୍+ପଦ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. b> ଶାସ୍ତ୍ର ଜ୍ଞାନ ସମ୍ପନ୍ନ —୧. Versed in a science.
- ୨. ପାରଦର୍ଶୀ; ପାରଙ୍ଗମ —୨. Specialist in any science; proficient; well versed.
- ୩. ପଣ୍ଡିତ —୩. Learned.
- ୪. (ବ୍ୟାକରଣ)ପ୍ରକୃତ୍ତି ପ୍ରତ୍ୟୟ ସାହାଯ୍ୟରେ ଉତ୍ପନ୍ନା (ଶବ୍ଦ) —୪. (Grammer) Derived (word); derivative.
- ୫. ବ୍ୟୁତ୍ପତ୍ତିଯୁକ୍ତ —୫. Connected with the derivation; etymological.
- ୬. ସଂସ୍କୃତ; ଯାହାର ସଂସ୍କାର ହୋଇଅଛି (ହିନ୍ଦୀ - ଶ) —୬. Reformed; purified.