Jump to content

ବ୍ୟୁଷ୍ଟ

ଉଇକିଅଭିଧାନ‌ରୁ

ବ୍ୟୁଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବସ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବାସି;ପର୍ଯ୍ୟୁଷିତ —୧. Stale; not fresh.

[ଦ୍ରଷ୍ଟବ୍ୟ —ଏହି ଶବ୍ଦର ଅପଭ୍ରଂଶ—ବାସି]

୨. (ବି+ଉଷ୍ ଧାତୁ=ଦଗ୍ଧ କରିବା+କର୍ମ. ତ) ଦଗଧ —୨. Burnt; scorched.

=== ବି—(ବି+ଉଷଧାତୁ+କର୍ତ୍ତୃ ତ)

୧. ପ୍ରଭାତ —୧. Morning.
୨. ଦିନ; ସକାଳରୁ ସନ୍ଧ୍ୟାପର୍ଯ୍ୟନ୍ତ ସମୟ — ୨. Day time.
୩. (+କର୍ମ ତ) ଫଳ —୩. Fruit.