ବ୍ୟୁଷ୍ଟି
ଦେଖଣା
ବ୍ୟୁଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ବସ୍ ଧାତୁ+ଅଧି. ତ)
[ସମ୍ପାଦନା]- ୧. ଫଳ —୧. Fruit.
- ୨. ସମୃଦ୍ଧି —୨. Prosperity.
- ୩. ସ୍ତୁତି —୩. Praise; eulogy.
- ୪. (ବି+ ଉଷ୍ ଧାତୁ+ଭାବ. ତି) ଦାହ; ଜ୍ୱଳନ —୪. Conflagration; conbustion.
- ୫. (+କତ୍ତୃ ତି) ପ୍ରଭାତ —୫. Morning
- ୬. (ବି+ବଶ୍ ଧାତୁ+ ଭାବ. ତି) ଇଚ୍ଛା —୬. Inclination.