Jump to content

ବ୍ୟୂଢ଼ୋରସ୍କ

ଉଇକିଅଭିଧାନ‌ରୁ

ବ୍ୟୂଢ଼ୋରସ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବ୍ୟୂଢ଼=ପ୍ରଶସ୍ତ+ଉରଃ= ବକ୍ଷୋଦେଶ ଯାହାର; କ ଆଗମ)

[ସମ୍ପାଦନା]

ଯାହାର ଛାତି ଚଉଡ଼ା —Broad-breasted.