Jump to content

ବ୍ୟୂତ

ଉଇକିଅଭିଧାନ‌ରୁ

ବ୍ୟୂତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବେ ଧାତୁ=ବୁଣିବା+କର୍ମ. ତ)

[ସମ୍ପାଦନା]
୧. ସୂତାଦ୍ୱାରା ବୁଣା ଯାଇଥିବା —୧. Woven.
୨. ସିଲେଇ—କରାଯାଇଥିବା —୨. Sewn.