Jump to content

ବ୍ୟୋମ

ଉଇକିଅଭିଧାନ‌ରୁ

ବ୍ୟୋମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟେ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ମନ୍;ନିପାତନ; ବ୍ୟୋମନ୍ ଶବ୍ଦ, ୧ମା ୧ବ)

[ସମ୍ପାଦନା]
୧. ଆକାଶ; ଅମ୍ୱର; ଶୂନ୍ୟ; ନଭୋମଣ୍ଡଳ —୧. The sky; the heavens.
୨. ଜଳ —୨. Water.
୩. ସୂର୍ଯ୍ୟୋପାସନାର୍ଥ ମନ୍ଦିର —୩. A temple sacred to the Sun-god.
୪. ମେଘ (ହିନ୍ଦୀ - ଶ.) —୪. Cloud.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାମାୟଣୋକ୍ତ ରାକ୍ଷସ ବିଶେଷ; ବ୍ୟୋମାସୁର —୧. Name of a demon.

(ଉ—ବ୍ୟୋମାମାର୍ଗେ ଯିବ ଚାହିଁ, ବ୍ୟୋମ ଭଗ୍ନୀପତି କହି ଭଞ୍ଜ.ବୈଦେହୀଶବିଳାସ)

୨. ଭାଗବତୋକ୍ତ ଦୈତ୍ୟ ବିଶେଷ (ଏହାକୁ ଶ୍ରୀକୃଷ୍ଣ ମରିଥିଲେ) —୨. Name of another demon killed by Ṡrīkṛushṇa.