ବ୍ୟୋମ କେଶୀ
ଦେଖଣା
ବ୍ୟୋମ କେଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ୟୋମ=ଆକାଶବ୍ୟପୀ କେଶ ଯାହାର, ବ୍ୟୋମ+କେଶ; ଇନ୍; ୧ମା. ୧ବ)
[ସମ୍ପାଦନା]ମହାଦେବ —Sdot;iba.
=== ଦେଶଜ - ବିଶେଷ୍ୟ -
ପର୍ବତ —Mountain.
(ଉ—ଶୁଭ୍ର ମନ୍ଦାକିନୀ ଯଥା ବ୍ୟୋମ କେଶ କେଶେ ମଧୁସୂଦନ. ଆକାଶପ୍ରତି)
[ଦ୍ରଷ୍ଟବ୍ୟ — ପୁରାଣମତରେ ମହାଦେବ ଗଙ୍ଗାକୁ ସ୍ୱମସ୍ତକରେ ଧାରଣ କଲାବେଳେ ତାଙ୍କର କେଶ ଆକାଶରେ ବ୍ୟାପିଥିଲା, ତେଣୁ ତାହାଙ୍କ ନାମ ବ୍ୟୋମକେଶ ହୋଇଅଛି କିନ୍ତୁ ଏହା ପୁରାଣୋକ୍ତ କଳ୍ପନା ମାତ୍ର ଭକ୍ତକବି ମଧୁସୂଦନ ବ୍ରାହ୍ମ ଧର୍ମାବଲମ୍ୱୀ ଥିଲେ ଏବଂ ପୌରାଣିକ ମୂର୍ତ୍ତିକଳ୍ପନାରେ ବିଶ୍ୱାସ କରୁ ନ ଥିଲେ ତେଣୁ ତାଙ୍କ କବିତାରେ 'ବ୍ୟୋମ କେଶ' ଶବ୍ଦ ଶିବ ଅର୍ଥରେ ପ୍ରଯୁକ୍ତ ହେବା ସମ୍ଭବପର ନୁହେ ତେଣୁ ଶଂସିତ କବିତାରେ 'ବ୍ୟୋମକେଶ' ଶବ୍ଦ ବ୍ୟୋମବ୍ୟାପୀ କେଶ ଅର୍ଥାତ୍ ଅଗ୍ରଭାଗ ବା ଶିଖର ଯାହାର ଏହିପରି ଉତ୍ପତ୍ତି ବଳରେ 'ପର୍ବତ' ଅର୍ଥରେ ପ୍ରଯୁକ୍ତ ହୋଇଅଛି ଓ ବ୍ୟୋମକେଶକେଶକୁ ପର୍ବତର ଶିରୋଭାଗ ବୋଲି ଅର୍ଥ କରାଯାଇ ପାରେ ବୋଲି କେହି କେହି ମତ ଦିଅନ୍ତି]