Jump to content

ବ୍ୟୋମ ଚର

ଉଇକିଅଭିଧାନ‌ରୁ

ବ୍ୟୋମ ଚର

ଉଚ୍ଚାରଣ

[ସମ୍ପାଦନା]

(ବ୍ୟୋମଚାରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବ୍ୟୋମ+ଚର ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗଗନ ବିହାରୀ —୧. Travelling in the sky.

ବ୍ୟୋମଚରୀ, ବ୍ୟୋମଚରିଣୀଅନ୍ୟରୂପ

ବିଶେଷ୍ୟ -

[ସମ୍ପାଦନା]
୧. ଦେବତା —୧. The Gods.
୨. ଗ୍ରହ ନକ୍ଷତ୍ରାଦି —୨. Stars and planets.
୩. ପକ୍ଷୀ —୩. Bird.