Jump to content

ବ୍ୟୋମ ଦୋଳୀ

ଉଇକିଅଭିଧାନ‌ରୁ

ବ୍ୟୋମ ଦୋଳୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆକାଶରେ ଶୂନ୍ୟରେ ଝୁଲୁଥିବା ଦୋଳୀ — A swing suspended in the sky.

(ଉ—ବ୍ୟୋମ ଦୋଳୀରେ ଉଦୟ କୋଳେ ତାରା ପ୍ରଭା ଭଞ୍ଜ. ବୈଦେହୀଶବିଳାସ)