Jump to content

ବ୍ୟୋମ ମଣ୍ଡଳ

ଉଇକିଅଭିଧାନ‌ରୁ

ବ୍ୟୋମ ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବ୍ୟୋମ+ମଣ୍ଡଳ=ସ୍ଥାନ)

[ସମ୍ପାଦନା]
୧. ଧ୍ୱଜ; ପତାକା —୧. Flag.
୨. (୬ଷ୍ଠୀ ତତ୍) ଆକାଶ ମଣ୍ଡଳ —୨. The sky.